Cases

ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ରେଖିଦେଇପୁର ପଞ୍ଚାୟତ ର ବାଲିକୁଦିଆ ଗ୍ରାମର

BHRC 2024-05-18 23:39:35



ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ରେଖିଦେଇପୁର ପଞ୍ଚାୟତ ର ବାଲିକୁଦିଆ ଗ୍ରାମର ଅରକ୍ଷିତ ମଲ୍ଲିକଙ୍କ ଘରୁ BHARATIYA HUMANRIGHTSCOUNCILBHRC(ବି ଏଚ୍ ଆର ସି) CHAIRPERSON DR ପୂର୍ଣ୍ଣ ଚନ୍ଦ୍ର ସାହୁ , CHIELD WOMEN CELL STATE SECRETARY ଛାତ୍ରୀଙ୍କ ପରିବାର ଲୋକେଙ୍କ ଦ୍ଵାରା ଜଣେ ନାବାଳିକା ଙ୍କୁ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଗତ ତାରିଖରେ କିଙ୍ଗୋଳ ଅସୁରବନ୍ଧ ର ସତ୍ୟ ସାଇ ବିଦ୍ୟାବିହାରକୁ ପାଠ ପଢ଼ିବାକୁ ଆସିଥିବା ଦଶମ କ୍ଲାସ ର ଛାତ୍ରୀ ଅପହରଣ ହୋଇଥିଲେ ବୋଲି ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି । ଛାତ୍ରୀ ଜଣକ ତାଙ୍କ ବାପା ମୋବାଇଲରୁ ବାଲିକୁଦିଆ ଗ୍ରାମର ଜଣେ ଯୁବକଙ୍କ ଫୋନ ପେ କୁ ଚାରି ହଜାର ଟଙ୍କା ପଠାଇବାର ଦିନକ ପରେ ନିଖୋଜ ହୋଇଯାଇଥିଲେ । ଏହି ମୋବାଇଲ ନମ୍ୱର ହିଁ ଛାତ୍ରୀ ଙ୍କୁ ଖୋଜି ପାଇବାରେ ସହଯୋଗ କରିଛି । ତେବେ ପୋଲିସ ପକ୍ଷତୁ ଏନେଇ ଅଧିକ ତଦନ୍ତ ଜାରି ରହିଛି । REGARDING CHAIRPERSON DR PURNA CHANDRA SAHU
Gmail thebhrcindia@gmail.com
Info@bhrcindia.in
Web www.bhrcindia.in
gov.bhrcindia.in
HELPLINE 011-69320438
Jai hind jai bharat

Helpline Number:

+91 84808 97212, 011-693 20438

Time : 10 AM to 5 PM
Except Sunday & National Holiday
Get In Touch
G20
Swachh Bharat Mission
MyGov
IAF
Digital India
Azadi Ka Amrit Mahotsav
Income Tax 80G Verified
National Commission For Women
Ministry Of Ayush
ISO
NGO Darpan
MSME
Odisha Govt