Awareness Campaign

14/01/2824ରିଖ ଭାରତୀୟ ମାନବାଧିକାର ପରିଷଦ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ

BHRC 2024-05-18 22:42:45



14/01/2824ରିଖ ଭାରତୀୟ ମାନବାଧିକାର ପରିଷଦ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ବାଲେଶ୍ବର ଜିଲ୍ଳା ନିଳଗିରି ଠାରେ ଆୟୋଜନ କରାଯାଇଥିଲା Stop Rape,Stop Chield Labour and Bati padhaou Bati bachaou ବାଲେଶ୍ବର ଜିଲ୍ଳା ନାରୀନେତ୍ରୀ ଶ୍ରୀମତୀ ପ୍ରମିଳା ନାୟକ ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ କାର୍ଯ୍ୟକ୍ରମ କୁ ସମାପନ କରିଥିଲେ।ଏଭଳି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଗ୍ରାମବାସୀ ଏବଂ ବୁଦ୍ଧିଜୀବୀ ମହଲରେ ଭାରତୀୟ ମାନବାଧିକାର ପରିଷଦ କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି।
Regarding National Chairperson And Founder Dr Purna Chandra sahu And National Managing director Dr Sangram Kasari Patra Website Www.bhrcindia.in gov.bhrcindia.in Gmail thebhrcindia@gmail.com Info@bhrcindia.in
Helpline 011-69320438

Helpline Number:

+91 84808 97212, 011-693 20438

Time : 10 AM to 5 PM
Except Sunday & National Holiday
Get In Touch
G20
Swachh Bharat Mission
MyGov
IAF
Digital India
Azadi Ka Amrit Mahotsav
Income Tax 80G Verified
National Commission For Women
Ministry Of Ayush
ISO
NGO Darpan
MSME
Odisha Govt