Awareness Campaign

ଭାରତୀୟ ମାନବ ଅଧିକାର ପରିଷଦ ପକ୍ଷରୁ ଆଜି (13/1/2024)ଭଦ୍ରକ ଜିଲ୍ଳା ଅନ୍ତର୍ଗତ ଅମ୍ୱରୋଳି ଗ୍ରାମ ପଞ୍ଚାୟତରେ stop rape, stop sex

BHRC 2024-05-18 22:46:24



ଭାରତୀୟ ମାନବ ଅଧିକାର ପରିଷଦ ପକ୍ଷରୁ ଆଜି (13/1/2024)ଭଦ୍ରକ ଜିଲ୍ଳା ଅନ୍ତର୍ଗତ ଅମ୍ୱରୋଳି ଗ୍ରାମ ପଞ୍ଚାୟତରେ stop rape, stop sexual harrasment, stop child labour,”ବେଟି ବଚାଓ ବେଟି ପଢାଓ” ପାଇଁ ଏକ ବିଶାଳ ପଦଯାତ୍ରା କାର୍ଯ୍ୟକ୍ରମ” କରାଯାଇଅଛି । ଏଥିରେ ବିଦ୍ୟାଳୟ, ମହାବିଦ୍ୟାଳୟ ର ଛାତ୍ର,ଛାତ୍ରୀ, ଶିକ୍ଷକ, ଶିକ୍ଷୟୀତ୍ରି ମାନେ ଅନେକାଂଶରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ର,ଛାତ୍ରୀ ଶିକ୍ଷକ ଶିକ୍ଷୟୀତ୍ରି ମାନଙ୍କୁ ନେଇ ତଳାଙ୍ଗ ଗ୍ରାମ ରୁ ଆରମ୍ଭ କରି ଅନ୍ତରା ଗ୍ରାମ ପର୍ଯ୍ୟନ୍ତ ଏକ ବିଶାଳ ପଦ ଯାତ୍ରା ଅୟୋଜନ କରାଯାଇଥିଲା.. ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ଭଦ୍ରକ ଜିଲ୍ଲା ପୋଲିସ୍ ଅଧିକାରୀଙ୍କ ଦ୍ବାରା ଅନୁମତି ପ୍ରାପ୍ତ କରାଯାଇଥିଲା। ତଦ୍ ସହିତ ପୋଲିସ୍ କର୍ମଚାରି ମଧ୍ୟ ଆମକୁ ବହୁତ୍ ଅଭି ପ୍ରେରଣା ଦେଇଥିଲେ। ଏହି କାର୍ଯ୍ୟକ୍ରମ କରିବା ପୁର୍ବରୁ ଗ୍ରାମର ମହିଳା ମାନଙ୍କ ଦ୍ବାରା ଏକ ସଭା ଅନୁଷ୍ଠିତ ହୋଇଥିଲା ଯାହାଦ୍ଵାରା ଏହି ପଦ ଯାତ୍ରା କାର୍ଯ୍ୟକ୍ରମ ଠିକ୍ ଭାବେ ପରିଚାଳିତ ହୋଇପାରିବ। ଏହି ବିଶାଳ ପଦଯାତ୍ରା କାର୍ଯ୍ୟକ୍ରମ ଅନେକାଂଶରେ ପିଲା ମାନଙ୍କ ପାଇଁ ସହାୟକ ହେବ ବୋଲି ଗ୍ରାମବାସୀ ମାନେ କହିଛନ୍ତି । ରାଜ୍ୟ ଗଣମାଧ୍ୟମ in-charge ଚିନ୍ମୟ କୁମାର ମାଝୀ ଏବଂ ଭାରତୀୟ ମାନବ ଅଧିକାର ପରିଷଦର ଅନ୍ୟ ସଦସ୍ୟଙ୍କ ଦ୍ଵାରା ଏହି କାର୍ଯ୍ୟ ସୁଚାରୁ ରୂପେ ହୋଇଥିଲା । ଏହି ଭଳି କାର୍ଯ୍ୟ ପାଇଁ ଅନେକ ବରିଷ୍ଠ ବ୍ୟକ୍ତିବିଶେଷ, ଓ ଆମ୍ବରୋଳି ଗ୍ରାମପଞ୍ଚାୟତର ଲୋକମାନେ ଏହି ଭଳି କାର୍ଯ୍ୟକୁ ସମର୍ଥନ ଜଣାଇଛନ୍ତି ତଦ୍ ସହିତ ଭାରତୀୟ ମାନବ ଅଧିକାର ପରିଷଦକୁ ଧନ୍ୟବାଦ ଅର୍ପଣ କରିଛନ୍ତି।
Regarding National Chairperson And Founder Dr Purna Chandra sahu And National Managing director Dr Sangram Kasari Patra
Website Www.bhrcindia.in gov.bhrcindia.in Gmail thebhrcindia@gmail.com Info@bhrcindia.in
Helpline 011-69320438

Helpline Number:

+91 84808 97212, 011-693 20438

Time : 10 AM to 5 PM
Except Sunday & National Holiday
Get In Touch
G20
Swachh Bharat Mission
MyGov
IAF
Digital India
Azadi Ka Amrit Mahotsav
Income Tax 80G Verified
National Commission For Women
Ministry Of Ayush
ISO
NGO Darpan
MSME
Odisha Govt